Meaning : ଲୁଗାଆଦିର ଖଣ୍ଡକୁ ସୂତା ସାହାଯ୍ୟରେ ଯୋଡ଼ିବା
Example :
ଦର୍ଜି ସାର୍ଟକୁର୍ତ୍ତା ସିଲେଇ କରୁଛି
Translation in other languages :
कपड़े आदि के टुकड़ों को तागे आदि की सहायता से जोड़ना।
दर्ज़ी कुर्ता सी रहा है।Create (clothes) with cloth.
Can the seamstress sew me a suit by next week?.Meaning : କୌଣସି ବସ୍ତ୍ର ଆଦିର ବାହାର ଭାଗକୁ ହାତରେ ସିଇଁବା ବା ସିଲେଇ କରିବା
Example :
ନେହା ବ୍ଳାଉଜର ଗଳା ସିଲେଇ କରୁଛି
Synonyms : ସିଲେଇ କରିବା
Translation in other languages :