Meaning : ବସିବାଲାଗି ବିଶେଷ ପ୍ରକାରର ଭବ୍ୟ ଓ ଆରାମଦାୟକ ଚୌକି
Example :
ମହାତ୍ମା ସିଂହାସନ ଉପରେ ବସିରହି ଉପଦେଶ ଦେଉଛନ୍ତି
Translation in other languages :
Meaning : ରାଜାଙ୍କର ବସିବାପାଇଁ ବିଶେଷ ପ୍ରକାରର ଆସନ ଯାହା ଚୌକି ପରି ହୋଇଥାଏ ଏବଂ ଦୁଇପାଖ ବାଘ ମୁଖ ଆକୃତିର ବନାଯାଇଥାଏ
Example :
ମହାରାଜା ସିଂହାସନରେ ବିରାଜମାନ
Synonyms : ରାଜ ସିଂହାସନ
Translation in other languages :