Meaning : ଯାହାଙ୍କ ଯୋଗୁଁ କିଛି କାମ ହୁଏ
Example :
ସମ୍ବାଦ ପାଇଁ ଏବେ ତ ରେଡିଓ ହିଁ ମୋର ସାହାରା
Translation in other languages :
Meaning : ଜୀବନ ନିର୍ବାହର ଆଧାର
Example :
ପିଲାମାନେ ବାର୍ଦ୍ଧକ୍ୟରେ ମା’-ବାପାଙ୍କର ସାହାରା ହୋଇଥାନ୍ତି
Synonyms : ଅବଲମ୍ବନ, ଆଲମ୍ବନ, ଆଶ୍ରା, ଆଶ୍ରୟ, ଆସରା, ଭରସା
Translation in other languages :
The activity of providing for or maintaining by supplying with money or necessities.
His support kept the family together.