Meaning : ପ୍ରାକୃତିକ ବିପଦସବୁରେ ପ୍ରଭାବିତ ବା ଦୁର୍ଗତମାନବଙ୍କୁ ସାହାଯ୍ୟ ପ୍ରଦାନ କରିବା ନିମନ୍ତେ କରାଯାଉଥିବା କାର୍ଯ୍ୟ
Example :
ସରକାର ଜନସାଧାରଣଙ୍କୁ ସାହାଯ୍ୟ କାର୍ଯ୍ୟରେ ଯୋଗଦାନ ଦେବାଲାଗି ନିବେଦନ କଲେ
Synonyms : ସେବାକାର୍ୟ୍ୟ
Translation in other languages :
प्राकृतिक आपदाओं से प्रभावित या दुर्घटनाग्रस्त लोगों को राहत पहुँचाने के लिए किया गया कार्य।
सरकार ने जनता से राहत कार्य में योगदान देने की प्रार्थना की।Assistance in time of difficulty.
The contributions provided some relief for the victims.