Meaning : ବ୍ୟର୍ଥ, ଖରାପ ବା ଅନୁଚିତ ସାହସ
Example :
ପାକିସ୍ତାନ ଭାରତକୁ ଯୁଦ୍ଧପାଇଁ ଆହ୍ୱାନ କରିବା ଦୁଃସାହସ ନୁହେଁ ତ ଆଉ କଣ?
Synonyms : ଦୁଃସାହସ
Translation in other languages :
Meaning : ମନର ଯେଉଁ ଦୃଢତା କୌଣସି ବଡ଼ କାମ କରିବା ନିମନ୍ତେ ପ୍ରବୃତ୍ତ କରାଏ ବା ଯେଉଁକାରଣରୁ ଆମେ ନିର୍ଭୟରେ ବିପଦର ମୁକାବିଲା କରୁ
Example :
ସାହସ ଅଛି ତ ଏକୁଟିଆ ଆସି ଦେଖାକର ବୀର ସାବରକରଙ୍କ ସାହସର କାହାଣୀ ଏବେବି ମନେ ପଡ଼େ
Synonyms : ପୌରୁଷ, ବାହାଦୁରି, ହିମତ୍
Translation in other languages :
मन की वह दृढ़ता जो कोई बड़ा काम करने में प्रवृत्त करती है या जिसके कारण हम निडर होकर किसी खतरे आदि का सामना करते हैं।
साहस हो तो अकेले में आकर मिलो।A quality of spirit that enables you to face danger or pain without showing fear.
braveness, bravery, courage, courageousness