Meaning : ଯାହା ଠିକ୍ଠିକ୍ ଅର୍ଥରେ ପୂରା ହୁଏ ବା ଘଟିତ ହୁଏ(ଉକ୍ତି ବା କଥନ)
Example :
ଲୋକମାନେ ତ ତାଙ୍କ ସାର୍ଥକ ଭବିଷ୍ୟତବାଣୀ ଉପରେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଥିଲେ
Translation in other languages :
Meaning : ଯାହା ଲାଭ, ଯଶ ଆଦି ଦୃଷ୍ଟିରୁ ଠିକ ବା ଠିକଭାବେ ବ୍ୟବହାର ହୋଇଥାଏ
Example :
ଆପଣଙ୍କ ଦର୍ଶନ ହେବାରୁ ମୋ ଜୀବନ ସାର୍ଥକ ହୋଇଗଲା
Translation in other languages :
Meaning : ଯାହାର ଅର୍ଥ ଅଛି
Example :
ଆପଣଙ୍କ ଉକ୍ତି ସାର୍ଥକ
Synonyms : ଅର୍ଥପୂର୍ଣ୍ଣ, ଅର୍ଥଯୁକ୍ତ
Translation in other languages :
Having a meaning or purpose.
A meaningful explanation.