Meaning : କୌଣସି କାମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନେଇଯିବା
Example :
ଏହି କାମକୁ ସାର, ପୁଣି ଅନ୍ୟ କାମ କର
Synonyms : କରିବା, ସଂପାଦିତ କରିବା
Translation in other languages :
किसी क्रिया को आरंभ से समाप्ति की ओर ले जाना।
यह काम निपटा लो, फिर दूसरा काम करना।Meaning : କୌଣସି କାମରେ ବାକି ନ ରହିବା
Example :
ଆପଣ କଣ ଖାଇବା ସାରିଲେଣି?
Synonyms : ଶେଷ କରିବା, ସମାପ୍ତ କରିବା
Translation in other languages :