Subscribe
URL of the page has been copied to clipboard.
Meaning : କୌଣସି ପୂରା ତଥ୍ୟ, ପଦାର୍ଥ, କଥାଆଦି ସବୁ ତତ୍ତ୍ୱର ମୁଖ୍ୟ ଅଭିପ୍ରାୟ
Example : ଶିକ୍ଷକ ବିଦ୍ୟାର୍ଥୀଙ୍କୁ କାହାଣୀର ସାରାଂଶ ଲେଖିବାକୁ କହିଲେ
Synonyms : ତାତ୍ପର୍ଯ୍ୟ, ଭାବାର୍ଥ
Translation in other languages :हिन्दी English
किसी पूरे तथ्य, पदार्थ, कथन आदि के सब तत्वों आदि का मुख्य आशय।
A sketchy summary of the main points of an argument or theory.
Meaning : ବିଚାର ବା ବିବେଚନା ଶେଷରେ ବାହାରୁଥିବା ସିଦ୍ଧାନ୍ତ
Example : ଘଣ୍ଟାକର କଠିନ ପରିଶ୍ରମ ପରେ ଯାଇ ଆମେ ଏହି ଲେଖାର ନିଷ୍କର୍ଷ ପାଇଲୁ
Synonyms : ତଥ୍ୟ, ନିଷ୍କର୍ଷ, ସାର, ସାରତଥ୍ୟ, ସିଦ୍ଧାନ୍ତ
किसी विचार या अनुभव का सबसे आवश्यक या सबसे महत्वपूर्ण हिस्सा।
The central meaning or theme of a speech or literary work.
Install App