Meaning : ଯେଉଁ ବିଦ୍ୟା ସାହାଯ୍ୟରେ ମନୁଷ୍ୟର ଶାରୀରିକ ଲକ୍ଷଣ,ଚିହ୍ନ ଆଦିକୁ ଦେଖି ଶୁଭାଶୁଭ ଫଳ କୁହା ଯାଇପାରେ
Example :
ସେ ସାମୁଦ୍ରିକ ବିଦ୍ୟାରେ ପ୍ରବୀଣ
Synonyms : ସାମୁଦ୍ରିକ ବିଦ୍ୟା
Translation in other languages :
वह विद्या जिसमें मनुष्य के शारीरिक लक्षण, चिन्हों आदि को देखकर शुभाशुभ फल बतलाए जाते हैं।
वे सामुद्रिक में पारंगत हैं।The art or gift of prophecy (or the pretense of prophecy) by supernatural means.
divination, foretelling, fortune telling, soothsayingMeaning : ଯାହା ଜାହାଜ ବା ନୌପରିବହନ ଆଦି ସହ ସମ୍ବନ୍ଧିତ ବା ଯେଉଁଥିରେ ନୌପରିବହନ, ନାବିକ ଆଦି ସାମିଲ୍ ଥାଆନ୍ତି
Example :
ସାମୁଦ୍ରିକ ତାଲିମ୍ ସମୟରେ ନାବିକମାନଙ୍କୁ ନୂଆନୂଆ ବିଷୟ ସହ ପରିଚିତ କରାଇଦିଆଗଲା
Translation in other languages :
Meaning : ସମୁଦ୍ରର ବା ସମୁଦ୍ର ସମ୍ବନ୍ଧୀୟ
Example :
ତିମି ଏକ ସାମୁଦ୍ରିକ ଜୀବ
Translation in other languages :