Meaning : ଇଂରେଜ ଶାସନ କାଳରେ ଯେ ଜମିର ମାଲିକ ହୋଇଥିଲେ ଏବଂ ତାହାକୁ ଖଜଣା ନେଇ କୃଷକମାନଙ୍କୁ ଚାଷ କରିବା ନିମନ୍ତେ ଦେଉଥିଲେ
Example :
ଜମିଦାର କୃଷକମାନଙ୍କ ସହିତ କ୍ରୂର ବ୍ୟବହାର କରୁଥିଲେ
Translation in other languages :
A landowner who leases to others.
landlordMeaning : ମଧ୍ୟଯୁଗରେ ଏକ ଶକ୍ତିଶାଳୀ ସର୍ଦ୍ଦାର
Example :
ଏକ ସମୟରେ ସାମନ୍ତମାନଙ୍କର ଅନେକ ପ୍ରଭାବ ଥିଲା
Synonyms : ଜମିଦାର
Translation in other languages :