Meaning : ସାମନାକୁ ଆଣିବା ବା ଠିଆ କରିବା
Example :
ସେ ଗୋଟିଏ ପ୍ରଶ୍ନ ସାମନାକୁ ଆଣୁଛି
Synonyms : ଆଗକୁ ଆଣିବା, ଠିଆ କରିବା, ସମ୍ମୁଖକୁ ଆଣିବା
Translation in other languages :
Meaning : କାହାରି ମନକୁ ଆଣିବା
Example :
ଓକିଲ ନ୍ୟାୟାଧୀଶଙ୍କ ସମ୍ମୁଖରେ ଯୁକ୍ତି କରୁଥିଲେ
Synonyms : ତର୍କ କରିବା, ଯୁକ୍ତି କରିବା, ଯୁକ୍ତି ବାଢ଼ିବା
Translation in other languages :
*किसी के दिमाग़ में लाना।
वकील न्यायधीश के समक्ष तर्क प्रस्तुत कर रहा है।