Meaning : କାହାକୁ ଆଶ୍ୱସ୍ତ କରିବା ବା ଆଶା ଦେବାର ପ୍ରକ୍ରିୟା
Example :
ମନ୍ତ୍ରୀଙ୍କ ଆଶ୍ୱାସନା ପାଇ ମୁଁ ନିଶ୍ଚିତ ହୋଇଗଲିମନ୍ତ୍ରୀଙ୍କଠୁ ସାନ୍ତ୍ୱନା ମିଳିବାକ୍ଷଣି ସେ ପ୍ରସନ୍ନ ହୋଇଗଲା
Translation in other languages :
Meaning : ଦୁଖୀ ବ୍ୟକ୍ତିକୁ ଧୈର୍ଯ୍ୟ ଦେବାର କ୍ରିୟା ବା ଭାବ
Example :
ଘରୁ ଚୋରି ହୋଇଯିବାପରେ ସବୁ ଆଗନ୍ତୁକ ମହାଜନକୁ ସାଂତ୍ୱନା ଦେଉଥିଲେ
Translation in other languages :