Meaning : କାର୍ଯ୍ୟ ଆରମ୍ଭ କରି ଶେଷ ବା ପୂରା କରିବା କ୍ରିୟା
Example :
ସେ ଯୋଗଦ୍ୱାରା ସ୍ୱାସ୍ଥ୍ୟ ସାଧନରେ ବିଶେଷତା ହାସଲ କରିଛନ୍ତି
Translation in other languages :
Meaning : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
Example :
ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
Synonyms : ଉପାୟ, ପ୍ରଯତ୍ନ, ବାଟ, ବିଧି, ମାର୍ଗ, ଯତ୍ନ, ରାସ୍ତା
Translation in other languages :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।Meaning : କୌଣସି ଜିନିଷ ତିଆରି କରିବା ବା କୌଣସି କାମ କରିବାରେ ବ୍ୟବହୃତ ବସ୍ତୁ
Example :
ସେ ବଜାରରୁ ନିଜ ପିଲାପାଇଁ କେତେ ପ୍ରକାରର ଖେଳ ସାଧନ କିଣିଲା
Translation in other languages :
An instrumentality needed for an undertaking or to perform a service.
equipmentMeaning : ଯାହାଦ୍ୱାରା ବା ଯାହାସାହାଯ୍ୟରେ କୌଣସି କାର୍ଯ୍ୟଆଦି ସିଦ୍ଧ ହୁଏ
Example :
ବାହାନ ଯାତ୍ରାର ସାଧନ
Translation in other languages :
An instrumentality for accomplishing some end.
meansMeaning : କେହି କୌଣସି କାର୍ଯ୍ୟ କରିବାପାଇଁ ବ୍ୟବହାର କରୁଥିବା ସାଧନ
Example :
କୁରାଢ଼ି ଏକ ସାମାନ୍ୟ ଉପକରଣ
Translation in other languages :
A device that requires skill for proper use.
instrument