Meaning : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ
Example :
ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ
Synonyms : ଉପାଧି, କୁଳନାମ, ବଂଶନାମ, ସଂଜ୍ଞା
Translation in other languages :
The name used to identify the members of a family (as distinguished from each member's given name).
cognomen, family name, last name, surnameMeaning : କୌଣସି ବ୍ୟକ୍ତି, ବସ୍ତୁଆଦିର ପ୍ରକୃତ ନାମରୁ ଅଲଗା କୌଣସି ଦ୍ୱିତୀୟ ନାମ ଯାହାଦ୍ୱାରା ସେ ପ୍ରସିଦ୍ଧ ହୋଇଛନ୍ତି ବା ଡକାଯାଉଛନ୍ତି
Example :
କବି ରାମଧାରୀ ସିଂହ ତାଙ୍କର ଉପନାମ ଦିନକର ରୂପେ ପ୍ରସିଦ୍ଧ
Translation in other languages :