Meaning : ସାଗୁଗଛ ଗଣ୍ଡିର କୋମଳ ପିଣ୍ଡରୁ ତିଆରି କରାଯାଉଥିବା ଦାନା ଯାହା ଶୀଘ୍ର ହଜମ ହୋଇଯାଏ
Example :
ଉପବାସ ସମୟରେ ସାଗୁଦାନାର ଖିଚୁଡ଼ି,କ୍ଷୀରି,ବରା,ପକଡ଼ି ଆଦି ଖିଆଯାଏ
Translation in other languages :
Sago ground into small round grains.
pearl sago