Meaning : ଟଙ୍କା ଦେବା-ନେବାର ବ୍ୟବସାୟ
Example :
ରାମଦୀନଙ୍କ ପରିବାର ବହୁ ପିଢ଼ିଧରି ମହାଜନୀ କରିଆସୁଛନ୍ତି
Synonyms : କରଜଲଗାଣ, ମହାଜନୀ, ସାହୁକାରି
Translation in other languages :
Engaging in the business of keeping money for savings and checking accounts or for exchange or for issuing loans and credit etc..
banking