Meaning : ଆଶ୍ରୟ ଦେବା ଓ ମଝବୁତ କରିବା
Example :
ସେ ସବୁବେଳେ ଅନ୍ୟମାନଙ୍କର ସାହସ ବଢ଼ାଏ ସେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମୋ ସହାୟତା କଲା
Synonyms : ଆଶ୍ରୟ ଦେବା, ସମର୍ଥନ କରିବା, ସହଭାଗୀ ହେବା
Translation in other languages :
* सहारा देना और मजबूत करना।
वह सदा दूसरों की हिम्मत बढ़ाता है।Meaning : କାହାରିକୁ ସାହାଯ୍ୟ କରିବା
Example :
ସେ ସବୁବେଳେ ନିଃସ୍ୱକୁ ସାହାଯ୍ୟ କରେ
Synonyms : ସହଯୋଗ କରିବା, ସାହାଯ୍ୟ କରିବା, ହାତ ବଢେଇବା
Translation in other languages :
किसी की सहायता करना।
वह सदा जरूरतमंदों की सहायता करता है।