Meaning : ପୂର୍ବ ସୂଚନା ନଦେଇ ଏକାଏକା ଆସିଯିବା ବା ଅବାଞ୍ଛିତ ରୂପରେ ଆସି ପହଞ୍ଚିଯିବା
Example :
ବର୍ତ୍ତମାନ ଆମେ ସପରିବାର ଗୋଆ ଯିବାର କାର୍ଯ୍ୟକ୍ରମ କରୁଥିଲୁ, ହଠାତ୍ ଦିଲ୍ଲୀବାସୀ ମାଉସୀ ଆସି ପହଞ୍ଚିଗଲେ
Synonyms : ଅଚାନକ ଆସିବା, ହଠାତ୍ ପହଞ୍ଚିଯିବା
Translation in other languages :