Meaning : ଯେ ବ୍ୟକ୍ତି ସହରରେ ବାସ କରେ ବା ରୁହେ
Example :
ଜଣେ ସହରୀ ବୁଲିବାପାଇଁ ଆମ ଗାଁକୁ ଆସିଛନ୍ତି
Translation in other languages :
Meaning : ଯେ ନଗରରେ ବାସ କରନ୍ତି ବା ନଗରରେ ରହନ୍ତି
Example :
ସହରୀ ଲୋକ ଗ୍ରାମୀଣମାନଙ୍କ ଅପେକ୍ଷା ଅଧିକ ଶିକ୍ଷିତ ହୋଇଥାନ୍ତି
Synonyms : ଟାଉନିଆ, ନଗର ନିବାସୀ, ନଗର ବାସୀ, ସହରିଆ
Translation in other languages :
Meaning : ନଗର କିମ୍ବା ସହର ସହ ସମ୍ବନ୍ଧିତ
Example :
ସେ ସହରୀ ଜୀବନ ପସନ୍ଦ କରେନାହିଁ
Synonyms : ନଗରୀୟ
Translation in other languages :