Meaning : ଏକରୁ ଅଧିକ ଲୋକ ବା ଲୋକସମୂହ ଏକାଠି ମିଶି କୌଣସି କାର୍ଯ୍ୟ କରିବା ପ୍ରକ୍ରିୟା
Example :
ଚାରୋଟି ଦେଶର ସହଯୋଗରେ ଏହି ସମ୍ମିଳନୀର ଅୟୋଜନ କରାଯାଇଛି
Synonyms : ସହଭାଗିତା, ସହଯୋଗିତା ସହକାରିତା
Translation in other languages :
Joint operation or action.
Their cooperation with us was essential for the success of our mission.Meaning : କୌଣସି କାର୍ଯ୍ୟରେ ଏପରି ଯୋଗଦେବା କ୍ରିୟା ଯାହାଦ୍ୱାରା ସେହି କାର୍ଯ୍ୟ ଶିଘ୍ର ଓ ଠିକ୍ ରୂପରେ ହୋଇପାରିବ
Example :
ଏହି କାମ କରିବାପାଇଁ ସେ ମୋତେ ସାହାଯ୍ୟ କଲା
Translation in other languages :
The activity of contributing to the fulfillment of a need or furtherance of an effort or purpose.
He gave me an assist with the housework.