Meaning : ସାଥୀରେ ରହିବାର ଭାବ
Example :
ଶିକ୍ଷକଙ୍କ ସାହଚର୍ଯ୍ୟରେ ବହୁତ କିଛି ଶିଖିବାକୁ ମିଳେ
Synonyms : ସହଚରତା, ସହଚରତ୍ୱ, ସହଚାରିତ୍ୱ, ସାହଚର୍ଯ୍ୟ
Translation in other languages :
The state of being with someone.
He missed their company.