Meaning : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
Example :
ସେ ମାଟିର ମୂର୍ତ୍ତି ତିଆରି କରୁଛି
Synonyms : ଆକାର ଦେବା, ଗଢ଼ିବା, ତିଆରି କରିବା, ନିର୍ମାଣ କରିବା, ବନେଇବା, ରୂପ ପ୍ରଦାନ କରିବା
Translation in other languages :
Meaning : ରଚନା କରିବା ବା ପ୍ରସ୍ତୁତ କରିବା
Example :
ମୁଁ ଆଜି ଗୋଟିଏ ନୂଆ କବିତା ରଚନା କରିଛି
Synonyms : ପ୍ରସ୍ତୁତ କରିବା, ରଚନା କରିବା, ସୃଜନ କରିବା, ସୃଷ୍ଟି କରିବା
Translation in other languages :
रच या बनाकर तैयार करना।
मैंने आज एक नई कविता की सृष्टि की।Bring into existence.
The company was created 25 years ago.