Meaning : ଯେଉଁ କାମକୁ ସହଜ ଭାବରେ କରାଯାଇପାରିବ
Example :
ଛୋଟଛୋଟ ଛୁଆମାନଙ୍କୁ ପଢ଼ାଇବା ସହଜ କାର୍ଯ୍ୟ ନୁହେଁ
Synonyms : ସରଳ କର୍ମ, ସରଳ କାମ, ସହଜ କର୍ମ, ସହଜ କାମ, ସହଜ କାର୍ଯ୍ୟ, ସାଧନ କାର୍ଯ୍ୟ, ସୁବୋଧ୍ୟ
Translation in other languages :
Any undertaking that is easy to do.
Marketing this product will be no picnic.