Subscribe
URL of the page has been copied to clipboard.
Meaning : ବିଶେଷକରି ପ୍ରାକୃତିକ ଏବଂ ଲମ୍ବା ଚୌଡ଼ା ଜଳାଶୟ
Example : ସେ ଜଳାଶୟରେ ଗାଧୋଉଛି
Synonyms : ଜଳାଶୟ, ସରୋବର
Translation in other languages :हिन्दी English
लम्बा-चौड़ा जलाशय विशेषकर प्राकृतिक।
A body of (usually fresh) water surrounded by land.
Meaning : ଅଧିକ ସମୟ ପର୍ଯ୍ୟନ୍ତ ଗରମ କରାଯାଉଥିବା ଦୁଧ ଉପରେ ଜମା ହେଉଥିବା ସାର ଅଂଶ
Example : ବିଲେଇ ସବୁ ସର ଖାଇ ଗଲା
Synonyms : ମଲେଇ
देर तक गरम किए हुए दूध के ऊपर जमा हुआ सार भाग।
The part of milk containing the butterfat.
Meaning : ଯେଊଁ ଗଡ଼ିଆ ବା ଜଳଭଣ୍ଡାରର ଆକାର ଛୋଟ
Example : ସେ ପୋଖରୀରୁ ମାଛ ଧରୁଛି
Synonyms : ପୁଷ୍କରିଣୀ, ପୋଖରୀ, ସରସୀ, ସରୋବର
वह तालाब या पोखर जो आकार में छोटा हो।
A small lake.
Meaning : କ୍ଷୀର କିମ୍ବା ଦହି ଉପରେ ଜମୁଥିବା ସ୍ତର
Example : ଗରମ କ୍ଷୀର ଉପରେ ମୋଟା ସର ପଡ଼ିଛି
Install App