Meaning : ସମୟ ଅନୁସାରେ ଦେଖିଲେ ଯାହା ଉଚିତ୍ ବା ଉପଯୁକ୍ତ
Example :
ସମୟାନୁସାରେ କାମକରି କଷ୍ଟରୁ ରକ୍ଷାପାଇ ହେବ
Synonyms : କାଳୋଚିତ, ସମୟାନୁକୁଳ, ସମୟୋଚିତ
Translation in other languages :
Done or happening at the appropriate or proper time.
A timely warning.