Subscribe
URL of the page has been copied to clipboard.
Meaning : ସମୟର ସୀମା
Example : ନିଶ୍ଚିତ ସମୟ ସୀମା ଭିତରେ ଏହି କାମ ହୋଇଯିବା ଉଚିତ
Synonyms : କାଳସୀମା
Translation in other languages :हिन्दी English
समय की सीमा।
A time period within which something must be done or completed.
Meaning : ଯେଉଁଥିରେ ବା ଯାହାର କୌଣସି ସମୟସୀମା ଅଛି
Example : ଶ୍ୟାମ ମିଆଦୀ ଜମା ଯୋଜନାରେ ଟଙ୍କା ଜମା କରେ
Synonyms : ଅବଧିଯୁକ୍ତ, ମିଆଦୀ
जिसमें या जिसकी कोई अवधि हो।
Relating to or occurring in a term or fixed period of time.
Install App