Meaning : ମିଶିବା ବା ସମ୍ମିଳିତ ହେବା ଭାବ
Example :
ତାକୁ ରାଜନୀତିରେ ସମ୍ମିଳିତ ହେବାର ପୂର୍ଣ୍ଣ ସୁଯୋଗ ମିଳିଲା
Translation in other languages :
शरीक या सम्मिलित होने की अवस्था, क्रिया या भाव।
राजनीति में उनकी शिरकत से सारा परिवार नाराज़ है।Meaning : କାହାରିସାଥିରେ ବା କାହାଦ୍ୱାରା ମିଶି ବା ସଂଯୁକ୍ତ ହୋଇ
Example :
ଭାତ,ଡାଲି,ତରକାରୀର ସମ୍ମିଳିତ ଭୋଜନ ସ୍ୱାସ୍ଥ୍ୟକାରକ ଈଶ୍ୱର ଦୃଶ୍ୟ ଅଦୃଶ୍ୟ ସମସ୍ତ ଜିନିଷରେ ସମ୍ମିଳିତ ଅଛନ୍ତି
Synonyms : ଏକତ୍ରିତ, ମିଶ୍ରିତ, ଯୁକ୍ତ, ସଂଯୁକ୍ତ, ସଂଶ୍ଳିଷ୍ଟ, ସମିଶ୍ରିତ
Translation in other languages :
Made or joined or united into one.
combinedMeaning : କାହାରି ଭିତରେ ଲୁଚି, ସନ୍ନିବେଶିତ ହୋଇ, ବା ମିଶି ରହିଥିବା
Example :
ଶୈବାଳ, ଛତୁ ମଧ୍ୟ ଉଦ୍ଭିଦଜଗତର ଅନ୍ତର୍ଭୁକ୍ତ ସେ ମଧ୍ୟ ଏହି କାମରେ ଅନ୍ତର୍ଭୁକ୍ତ
Synonyms : ଅନ୍ତର୍ଗତ, ଅନ୍ତର୍ଭୁକ୍ତ, ସାମିଲ
Translation in other languages :