Meaning : ସୁବିଧାକୁ ଭୋଗ କରିବାର ପ୍ରକ୍ରିୟା
Example :
ସାମନ୍ତ ଯୁଗରେ ସାମନ୍ତମାନେ ଭୋଗବିଳାସରେ ଜୀବନ ବିତାଉଥିଲେ
Synonyms : ଆନନ୍ଦ କ୍ରୀଡ଼ା, ଭୋଗବିଳାସ, ମୌଜ, ମୌଜମସ୍ତି
Translation in other languages :
Dissolute indulgence in sensual pleasure.
dissipation, dissolution, licentiousness, looseness, profligacyMeaning : ସ୍ତ୍ରୀ ଆଦିଙ୍କ ସହିତ ପୁରୁଷ ଆଦିଙ୍କ ସମାଗମ
Example :
ଅନୁଚିତ ମୈଥୁନ କେତେ ପ୍ରକାରର ରୋଗକୁ ଜନ୍ମ ଦିଏବ୍ରହ୍ମଚାରୀ ମୈଥୁନ ଠାରୁ ଦୂରରେ ରହନ୍ତି
Synonyms : ଅନଂଗ-କ୍ରୀଡ଼ା, ଅନଙ୍ଗ-କ୍ରୀଡ଼ା, କେଳି, ନିଧୁବନ, ମିଥୁନ, ମୈଥୁନ, ରତି, ରତିକ୍ରିୟା, ସଂଗମ, ସଂଭୋଗ, ସଙ୍ଗମ, ସହବାସ
Translation in other languages :
स्त्री आदि के साथ पुरुष आदि का समागम।
अनुचित मैथुन कई तरह के रोगों को जन्म देता है।Activities associated with sexual intercourse.
They had sex in the back seat.