Meaning : କୌଣସି ପ୍ରକାରର ସଂପର୍କ
Example :
ଏହି କାମସହିତ ରାମର କୌଣସି ସମ୍ବନ୍ଧ ନାହିଁ
Translation in other languages :
A state of connectedness between people (especially an emotional connection).
He didn't want his wife to know of the relationship.Meaning : ମନୁଷ୍ୟର ସେହି ପାରସ୍ପରିକ ସମ୍ପର୍କ ଯାହା ସମାନ କୂଳରେ ଜନ୍ମନେବାଦ୍ୱାରା ବା ବିବାହଆଦି କରିବାଦ୍ୱାରା ହୋଇଥାଏ
Example :
ମଧୁରିମା ସହିତ ଆପଣଙ୍କର କି ସମ୍ପର୍କ ?
Synonyms : ସମ୍ପର୍କ
Translation in other languages :
Meaning : ଏକା ସହିତ ବାନ୍ଧିବା,ଯୋଡ଼ିବା ବା ମିଶାଇବାର ପ୍ରକ୍ରିୟା, ଅବସ୍ଥା ବା ଭାବ
Example :
ବନ୍ୟା କାରଣରୁ ଗାଁର ଅନ୍ୟ ସ୍ଥାନସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି ପ୍ରେମଭାବ ହେତୁ ପାରସ୍ପରିକ ସମ୍ବନ୍ଧରେ ପ୍ରଗାଢ଼ତା ଆସେ
Synonyms : ସମ୍ପର୍କ
Translation in other languages :
The state of being connected.
The connection between church and state is inescapable.Meaning : ସଂଗତ ହେବା ଅବସ୍ଥା ବା ଭାବ
Example :
ପରିସ୍ଥିତିର ସଂଗତତା କାରଣରୁ ସେ ଜୀବନରେ ସଫଳ ହୋଇପାରିଲା
Synonyms : ଉପଯୁକ୍ତତା, ଯୌକ୍ତିକତା, ସଂଗତତା, ସଙ୍ଗତତା, ସାମଞ୍ଜସ୍ୟତା
Translation in other languages :
Logical coherence and accordance with the facts.
A rambling argument that lacked any consistency.