Meaning : ପୂରା ଭାବରେ
Example :
ଏହି କଥା ସମ୍ପୂର୍ଣ୍ଣ ମିଛ ସେ ସଡ଼କର ସମ୍ପୂର୍ଣ୍ଣ ମଝିରେ ଠିଆ ହୋଇଥିଲା ସେ ସମ୍ପୂର୍ଣ୍ଣ ମୂର୍ଖ
Synonyms : ଆମୂଳଚୂଳ, ଏକଦମ୍, ନିତାନ୍ତ, ପୂରା, ପୂର୍ଣ୍ଣରୂପରେ, ଶତପ୍ରତିଶତ
Translation in other languages :
पूरी तरह से या थोड़ी मात्रा में भी।
यह बात बिल्कुल झूठ है।Meaning : ସମ୍ପୂର୍ଣ୍ଣ ଭାବରେ
Example :
ବାଇଗଣ ଭରତା ତିଆରି କରିବାପାଇଁ ବାଇଗଣକୁ ଗୋଟା ରନ୍ଧାଯାଏ
Translation in other languages :
Meaning : ଯାହା ଶେଷ ହୋଇଯାଇନାହିଁ
Example :
ମୋଦ୍ୱାରା ହେଉଥିବା କାମ ଏବେ ସମାପ୍ତ ହୋଇଗଲା
Synonyms : ପୂର୍ଣ୍ଣ, ଶେଷ, ସମାପ୍ତ, ସମ୍ପନ୍ନ, ସମ୍ପାଦିତ
Translation in other languages :
Having finished or arrived at completion.
Certain to make history before he's done.Meaning : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
Example :
ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
Translation in other languages :
Being complete of its kind and without defect or blemish.
A perfect circle.