Meaning : ଅଭିଶାପ ରୂପରେ ଗାଳିଦେବା
Example :
ସକୀଲା ନିଜ ସ୍ୱାମୀଙ୍କୁ ସବୁବେଳେ ସମ୍ପୂଥାଏ
Translation in other languages :
Meaning : କାହାର ଅନିଷ୍ଟ କାମନା କରି କିଛି କହିବା
Example :
ଋଷି କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଲେ
Synonyms : ଅଭିଶାପ ଦେବା, ଅଭିସଂପାତ ଦେବା, ଶ୍ରାପ ଦେବା
Translation in other languages :
किसी की अनिष्ट की कामना से कुछ कहना।
ऋषि ने क्रुद्ध होकर उसे शाप दिया।