Meaning : ଯାହା ସମ୍ପାଦନା କରାଯାଇଛି
Example :
ଏହି ପତ୍ରିକା ଜଣେ ବଡ଼ ବିଦ୍ୱାନଙ୍କଦ୍ୱାରା ସମ୍ପାଦିତ
Synonyms : ସଂପାଦିତ
Translation in other languages :
Meaning : ଯାହା ଶେଷ ହୋଇଯାଇନାହିଁ
Example :
ମୋଦ୍ୱାରା ହେଉଥିବା କାମ ଏବେ ସମାପ୍ତ ହୋଇଗଲା
Synonyms : ପୂର୍ଣ୍ଣ, ଶେଷ, ସମାପ୍ତ, ସମ୍ପନ୍ନ, ସମ୍ପୂର୍ଣ୍ଣ
Translation in other languages :
Having finished or arrived at completion.
Certain to make history before he's done.