Subscribe
URL of the page has been copied to clipboard.
Meaning : ସନ୍ନିହିତ ହେବାର କ୍ରିୟା ବା ଭାବ
Example : ଏହି ଔଷଧରେ ବହୁ ତତ୍ତ୍ୱର ସମାବେଶ ହୋଇଛି
Synonyms : ସଂଯୋଜନ
Translation in other languages :हिन्दी English
सन्निहित होने की क्रिया या भाव।
The act of including.
Meaning : ସମାବେଶ କରିବାର କ୍ରିୟା
Example : ଏହି କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ନଅଟି ଜିଲ୍ଲାର ସମାବେଶ ହୋଇଛି
Synonyms : ଅଭିନିବେଶ, ଏକତ୍ରଅବସ୍ଥାନ, ସଂସ୍ଥିତି, ସମାବେଶନ, ସମ୍ମେଳନ
समावेश करने की क्रिया।
Install App