Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ସମାପ୍ତି from ଓଡ଼ିଆ dictionary with examples, synonyms and antonyms.

ସମାପ୍ତି   ବିଶେଷ୍ୟ

Meaning : ସମାପ୍ତ ହେବା କ୍ରିୟା ବା ଭାବ

Example : ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା

Synonyms : ଅନ୍ତ, ଅବସାନ, ଇତି, ଇତିଶ୍ରୀ, ଉପସଂହାର, ପରିଶେଷ


Translation in other languages :

The act of ending something.

The termination of the agreement.
conclusion, ending, termination

Meaning : କୌଣସି କାର୍ଯ୍ୟଆଦିର ଶେଷ

Example : ଏହି ସମ୍ମେଳନର ସମାପନ ସମାରୋହରେ ବଡ଼ବଡ଼ ବିଦ୍ୱାନ ଭାଗ ନେଉଛନ୍ତି

Synonyms : ଉଦ୍‌ଯାପନ, ସମାପନ


Translation in other languages :

किसी कार्य आदि की समाप्ति।

इस सम्मेलन के समापन समारोह में बड़े-बड़े विद्वान भाग ले रहे हैं।
समापन

A concluding action.

closing, completion, culmination, mop up, windup

Meaning : କୌଣସି ବସ୍ତୁଆଦିର ସମାପ୍ତ ହେବା ଅବସ୍ଥା ବା ଭାବ

Example : କଳିଯୁଗର ଅନ୍ତ ନିଶ୍ଚିତ

Synonyms : ଅନ୍ତ, ଅବସାନ, ଇତି, ଉପସଂହାର, ଶେଷ

Meaning : ସମାପ୍ତ କରିବା କ୍ରିୟା ବା ଭାବ

Example : ମୁ ଘରୋଇ ମାମଲା ସମାପ୍ତ କରି ଶ୍ରୀଘ୍ର ହିଁ ଫେରି ଆସିବି

Synonyms : ନିଷ୍ପତ୍ତି, ମୀମାଂସା


Translation in other languages :

निपटाने की क्रिया या भाव।

मैं घरेलू मामलों के निपटारे में बाहरी लोगों का हस्तक्षेप पसंद नहीं करती।
निपटान, निपटारा, निपटाव, निबटान, निबटारा, वृजन