Subscribe
URL of the page has been copied to clipboard.
Meaning : ଠିକ ମାତ୍ରାରେ
Example : ଘିଅ ଓ ମହୁକୁ ସମାନୁପାତରେ ମିଳେଇ ତିଆରି କରାଯାଇଥିବା ମିଶ୍ରଣ ବିଷାକ୍ତ ହୋଇଥାଏ
Synonyms : ସମାନମାତ୍ରା, ସମାନୁପାତ
Translation in other languages :हिन्दी English
बराबर मात्रा।
Balance among the parts of something.
Meaning : ସମାନ ଭାଗ
Example : ଏହି ଲଡ଼ୁକୁ ସମାନ ଭାଗରେ ବାଣ୍ଟିକରି ଖାଇଦିଅ
Synonyms : ବରାବର ଭାଗ, ସମ ଭାଗ
Translation in other languages :हिन्दी
बराबर का हिस्सा।
Install App