Meaning : ଗାତଆଦି ପୋତିହୋଇ ତାର ଚାରିପାଖ ସ୍ତରସହ ସମାନ ହେବା
Example :
ଆରେ! ସାମ୍ନାର ଗାତଟି କେବେ ପୋତି ହେଲା
Synonyms : ପୂରିବା, ପୋତିହେବା, ଭର୍ତ୍ତିହେବା, ସମତଳ ହେବା
Translation in other languages :
Meaning : କାହାରି ଜାଗା ନେବା ବା ତା ସମତୁଲ ବା ସମାନ ହେବା
Example :
ଏକ ଟଙ୍କା ଶହେ ପଇସା ସହିତ ସମାନ ଏକ ଟଙ୍କା ଏକ ଡଲାର ସହିତ ସମାନ ନୁହଁ
Synonyms : ବରାବର ହେବା, ସମତୁଲ୍ୟ ହେବା
Translation in other languages :
* किसी की जगह लेना या उसके समतुल्य या बराबर होना।
एक रुपया सौ पैसे के बराबर होता है।Take the place of or be parallel or equivalent to.
Because of the sound changes in the course of history, an `h' in Greek stands for an `s' in Latin.