Meaning : କୌଣସି ସମସ୍ୟା ଆଦିର ସମାଧାନ କରିବା
Example :
ମୁଁ ମୋ ସମସ୍ୟାର ସମାଧାନ କରୁଛି
Synonyms : ନିରାକରଣ କରିବା, ପ୍ରତିକାର କରିବା, ମୀମାଂସା କରିବା
Translation in other languages :
Find the solution to (a problem or question) or understand the meaning of.
Did you solve the problem?.Meaning : ନିର୍ଣ୍ଣିତ ବା ମୀମାଂସିତ ହେବା
Example :
ସରକାରୀ ମାମଲାରଗୁଡ଼ିକ ବଡ଼ ମୁସ୍କିଲରେ ସମାଧାନ ହୁଏ
Synonyms : ନିର୍ଣ୍ଣିତ ହେବା, ମୀମାଂସିତ ହେବା, ସମାଧାନ ହେବା
Translation in other languages :
Meaning : କୌଣସି କଥାକୁ ସ୍ଥିର ବା ନିର୍ଣ୍ଣୟ କରିବା
Example :
ଜେଜେ ଗଣ୍ଡଗୋଳର ମୀମାଂସା କରୁଛନ୍ତି
Synonyms : ବୁଝାଶୁଝା କରିବା, ମୀମାଂସା କରିବା
Translation in other languages :
किसी बात आदि को तय करना या उसका निर्णय करना।
दादाजी झगड़ा निपटा रहे हैं।