Meaning : ଜାତୀୟ ବା ସାଂସ୍କୃତିକ ବା ଧାର୍ମିକ ବିଶେଷତା ଥିବା ଲୋକସମୂହ
Example :
ବୈଦିକ ହିନ୍ଦୁ ସମାଜରେ ଅନେକ ଦେବତାଙ୍କୁ ପୂଜା କରିଥାନ୍ତି
Synonyms : ସମୁଦାୟବର୍ଗ
Translation in other languages :
Meaning : ଲୋକଙ୍କର ଏକ ଗୋଷ୍ଠୀ ଯାହା ଗୋଟିଏ ବିଶିଷ୍ଟ ସ୍ଥାନୀୟ କ୍ଷେତ୍ରରେ ଥାଏ
Example :
ସମାଜ ସେବା ନିମନ୍ତେ ପ୍ରତ୍ୟେକ ସମାଜର ଲୋକଙ୍କୁ ଆଗକୁ ଆସିବା ଆବଶ୍ୟକ
Synonyms : ବର୍ଗ
Translation in other languages :
A group of people living in a particular local area.
The team is drawn from all parts of the community.