Subscribe
URL of the page has been copied to clipboard.
Meaning : ଯେ ଆସିଯାଇଛି
Example : ଆଗତ ବ୍ୟକ୍ତିମାନଙ୍କୁ ସ୍ୱାଗତ କର
Synonyms : ଆଗତ
Translation in other languages :हिन्दी
जो आया हुआ हो।
Meaning : ଯେ ଏହି ସମୟରେ ଆସି ଉପସ୍ଥିତ ହୋଇଛି
Example : ସମାଗତ ସମସ୍ୟାର ସମାଧାନ ଶୀଘ୍ର ରୁ ଶୀଘ୍ର ହେବା ଉଚିତ୍
Synonyms : ଉପସ୍ଥିତ
जो इस समय आकर उपस्थित हुआ हो।
Install App