Meaning : ସଙ୍କଟ ବା ବିପତ୍ତିର ସମ୍ଭାବନାଶୀଳ ସ୍ଥିତିରେ ପକାଇବା
Example :
ଏହି କାମପାଇଁ ମୁଁ ମୋ ସମ୍ମାନକୁ ବିପଦରେ ପକାଇବି
Synonyms : ବିପଦରେ ପକାଇବା, ସଙ୍କଟରେ ପକାଇବା
Translation in other languages :
* संकट या विपत्ति की संभावनावाली स्थिति में डालना।
इस काम के लिए मैं अपनी प्रतिष्ठा को खतरे में डालूँगा।Meaning : ଝଞ୍ଜଟରେ ପକାଇବା
Example :
ସେ ମୋତେ ଅସୁବିଧାରେ ପକାଇଲା
Synonyms : ଅସୁବିଧାରେ ପକାଇବା, ଗୋଳମାଳରେ ପକାଇବା, ଜଞ୍ଜାଳରେ ପକାଇବା, ଝଞ୍ଜଟରେ ପକାଇବା, ହଇରାଣ କରିବା
Translation in other languages :
To cause inconvenience or discomfort to.
Sorry to trouble you, but....