Meaning : କୌଣସି ବସ୍ତୁ ,ପରିସ୍ଥିତି ଆଦିକୁ ଧରିବା ବା ବ୍ୟବହାର କରିବାଯୋଗ୍ୟ କରାଇବା କ୍ରିୟା
Example :
ରାସ୍ତା ପାରି କରିବା ସମୟରେ ରାହୁଳ ଗାଡ଼ି ଅସୁବିଧା ପରିସ୍ଥିତିକୁ ଆସିଲା
Synonyms : ଅସୁବିଧା
Translation in other languages :
Meaning : କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ
Example :
ସଙ୍କଟବେଳେ ବୁଦ୍ଧି କାମ କରେନାହିଁ
Synonyms : ଅରିଷ୍ଟ, ଆପଦ, କଷ୍ଟ, ବିପଦ, ସଂକଟ
Translation in other languages :
किसी अनिष्ट घटना से उत्पन्न होने वाली ऐसी स्थिति जिसमें बड़ी हानि हो सकती हो।
संकट में दिमाग काम करना बंद कर देता है।An unstable situation of extreme danger or difficulty.
They went bankrupt during the economic crisis.Meaning : କୌଣସି ଅଡ଼ୁଆକଥା ବା ବିଶେଷତଃ ଖରାପ କାମ ଯାହାକୁ ବୁଝାଇବା ବା କରିବା କଠିନ ହୋଇଥାଏ
Example :
ମୁଁ କିଭଳି ଗୋଲକ ଧନ୍ଦାରେ ପଡ଼ିଯାଇଛି
Synonyms : ଗୋଲକ ଧନ୍ଦା
Translation in other languages :
बहुत उलझन की कोई बात या काम जिसे समझना या करना कठिन हो, विशेषकर गलत काम।
मैं किस गोरखधंधे में फँस गया हूँ।Meaning : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ
Example :
ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା ପ୍ରଥମେ ଏହି ସମସ୍ୟାକୁ ସମାଧାନ କର
Synonyms : ଦୂରୁହ ବିଷୟ, ପ୍ରଶ୍ନ, ସଙ୍କଟ
Translation in other languages :