Subscribe
URL of the page has been copied to clipboard.
Meaning : ଯାହାର ସତ୍ୟତା ଅନୁମୋଦନ କରାଯାଇଛି
Example : ଆବେଦନ ପତ୍ର ସହିତ ଚରିତ୍ର ପ୍ରମାଣପତ୍ରସହ ପ୍ରତିସ୍ୱାକ୍ଷରିତ ନକଲ ସଂଲଗ୍ନ କରାଯାଇଛି
Synonyms : ପ୍ରତିସ୍ୱାକ୍ଷରିତ, ସତ୍ୟତା ଅନୁମୋଦିତ
Translation in other languages :हिन्दी English
जिसका सत्यापन किया गया हो।
Proved to be true.
Meaning : ଯାହାକୁ ସମର୍ଥନ କରାଯାଇଛି
Example : ଏହି ପ୍ରାର୍ଥୀ ଆମ୍ଭସମୂହଦ୍ୱାରା ସମର୍ଥିତ ହୋଇଛନ୍ତି
Synonyms : ଅନୁମୋଦିତ
Translation in other languages :हिन्दी
जिसका समर्थन किया गया हो।
Install App