Subscribe
URL of the page has been copied to clipboard.
Meaning : ରୂପ, ଆକାର ଆଦିର ଆଧାରରେ ଯାହା ଅନ୍ୟ କାହାର ସମାନ
Example : ମୋର ଗୋଟିଏ ଡୁପ୍ଲିକେଟ୍ ଚାବି ଦରକାର
Synonyms : ଡୁପ୍ଲିକେଟ୍
Translation in other languages :हिन्दी English
रूप, आकार आदि के आधार पर जो किसी के समान हो।
Identically copied from an original.
Meaning : ଯାହା କାହାର ପ୍ରତିରୂପ ବା ଯାହାଙ୍କ ରୂପ ଆକାରଆଦିରେ ଏକାପରି
Example : ସେ ତିନୋଟି ସମରୂପୀ ମୂର୍ତ୍ତି କିଣିଲା
Synonyms : ଅନୁରୂପୀ, ପ୍ରତିରୂପୀ
Translation in other languages :हिन्दी
जो किसी का प्रतिरूप हो या जो रूप, आकार आदि में एक जैसा हो।
Install App