Subscribe
URL of the page has been copied to clipboard.
Meaning : ଯେଉଁ ପ୍ରକାରର ବା ଯେଉଁଭଳି ବ୍ୟକ୍ତି
Example : ତାଙ୍କ ସମାନ ଏହି ସଭାରେ କେହି ନାହାନ୍ତି
Synonyms : ସମ, ସମାନ
Meaning : ସବୁ କଥାରେ କାହାରି ସହିତ ସମାନ ହେବା ବ୍ୟକ୍ତି
Example : ସେ ବ୍ୟକ୍ତି ମୋ ସମକକ୍ଷ
Synonyms : ଏକାପରି, ତୁଲ୍ୟ, ସଦୃଶ୍ୟ, ସମତୁଲ, ସମାନ
Translation in other languages :हिन्दी
सब बातों में किसी के बराबर होने वाला।
Meaning : ସମାନ ଭାବରେ
Example : ପାଠପଢ଼ାରେ ମୋ ଶ୍ରେଣୀରେ ରାମର ସମକକ୍ଷ କେହି ନାହାନ୍ତି
Synonyms : ସମାନ, ସମାସ୍କନ୍ଦ
Install App