Meaning : ସଫେଦା ଆମ୍ବର ଗଛ
Example :
ଗତ ବର୍ଷ ସଫେଦା ଆମ୍ବ ଲଗା ଯାଇଥିଲା,ତାହା ବଢ଼ୁନାହିଁ
Synonyms : ପୁଂଡରୀକ, ପୁଂଡରୀକ ଆମ୍ବ, ପୁଣ୍ଡରୀକ, ପୁଣ୍ଡରୀକ ଆମ୍ବ, ସଫେଦା ଆମ୍ବ
Translation in other languages :
Large evergreen tropical tree cultivated for its large oval fruit.
mangifera indica, mango, mango treeMeaning : ଗୋଟିଏ ପ୍ରକାରର ବହୁତ ଲମ୍ବା ଗଛ ଯାହାର କଢ଼ ଓ ଫଳରୁ ବାହାରୁଥିବା ସୁଗନ୍ଧିତ ତୈଳ ଔଷଧ ତିଆରି କାମରେ ଆସେ
Example :
ସେ ସଫେଦା ଉପରେ ଚଢ଼ିବାକୁ ଚେଷ୍ଟା କରୁଛି
Synonyms : ଗଂଧ ସଫେଦା, ଗନ୍ଧ ସଫେଦା
Translation in other languages :
Meaning : ଦସ୍ତା ଗୁଣ୍ଡ ଯାହାକୁ ଔଷଧ ରୂପେ ବ୍ୟବହାର କରାଯାଏ
Example :
ବୈଦ୍ୟ ବଜାରରୁ ସଫେଦା ମଗାଇଲେ
Synonyms : ଦସ୍ତାଗୁଣ୍ଡ
Translation in other languages :
Meaning : ଗୋଟିଏ ପ୍ରକାରର ବହୁତ ବଢ଼ିଆ ଆମ୍ବ
Example :
ସେ ଦୋକାନରୁ କିଲେ ସଫେଦା ଆମ୍ବ କିଣିଲେ
Synonyms : ପୁଣ୍ଡରୀକ, ସଫେଦା ଆମ୍ବ
Translation in other languages :
Large oval tropical fruit having smooth skin, juicy aromatic pulp, and a large hairy seed.
mango