Meaning : ଦାଗ, ମଇଳା ଆଦି ସଫା କରିବା
Example :
ମାଆ ଲୁଗାରେ ଲାଗିଥିବା ଦାଗ ଛଡ଼ାଉଛନ୍ତି
Synonyms : ଛଡ଼ାଇବା
Translation in other languages :
Make clean by removing dirt, filth, or unwanted substances from.
Clean the stove!.Meaning : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା
Example :
ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ
Synonyms : ଧୋଇବା, ପରିଷ୍କାର କରିବା
Translation in other languages :
Meaning : ବାସନ, ଲୁଗାଆଦିକୁ ପାଣିରେ ଧୋଇବା
Example :
ସେ ଲୁଗା ସଫାକଲା ଓ ଶୁଖିବାପାଇଁ ଖରାରେ ପକାଇଦେଲା
Translation in other languages :