Meaning : ଲଢ଼ାଇ କିମ୍ବା ଖେଳ ଇତ୍ୟାଦିରେ ଶତ୍ରୁ ବା ବିପକ୍ଷକୁ ହରାଇ ପ୍ରାପ୍ତ କରାଯାଉଥିବା ସଫଳତା
Example :
ଆଜି ଖେଳରେ ଭାରତର ବିଜୟ ହେଇଛି
Translation in other languages :
Meaning : କୃତି ରଚନା କରିବାର ଶୈଳୀ, କାର୍ଯ୍ୟ,ଗୁଣ ଆଦି
Example :
ମୋତେ ଅନେକ କୃତକର୍ମାଙ୍କ କୃତିତ୍ୱ ବିଷୟରେ ଜାଣିବାର ସୁଯୋଗ ମିଳିଲା
Translation in other languages :
कृति रचने की शैली,कार्य,गुण आदि।
मुझे कई सारे कृतिकारों के कृतित्व को जानने-समझने का अवसर मिला।A way of expressing something (in language or art or music etc.) that is characteristic of a particular person or group of people or period.
All the reporters were expected to adopt the style of the newspaper.Meaning : ସଫଳ ହେବାର ଅବସ୍ଥା ବା ଭାବ
Example :
ଗଣେଶ ଯେ କୌଣସି କାମରେ ହାତ ଲଗାଏ, ତାକୁ ସେଥିରେ ସଫଳତା ମିଳେ
Translation in other languages :
Meaning : ସଫଳ ହେବାର ଅବସ୍ଥା ବା ଭାବ
Example :
ଏକଲବ୍ୟଙ୍କ ଲକ୍ଷ୍ୟର ସଫଳତା ଦେଖି ଦ୍ରୋଣାଚାର୍ଯ୍ୟ ଆଶ୍ଚର୍ଯ୍ୟ ହୋଇଗଲେ