Meaning : ଏକ ବିଶିଷ୍ଟ ତତ୍ତ୍ୱ ରୂପରେ ବିକଶିତ ହେବା
Example :
ଏବେ ଆମ ଯୋଜନା ସାକାର ହେଉଛି
Synonyms : ଫଳପ୍ରଦ ହେବା, ଫଳପ୍ରସୂ ହେବା, ସାକାର ହେବା
Translation in other languages :
Meaning : କୌଣସି ପରୀକ୍ଷାଆଦିରେ ସଫଳତା ଅର୍ଜନ କରିବା
Example :
ଆପଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି
Synonyms : ଉତ୍ତୀର୍ଣ୍ଣ ହେବା, ପାସ୍ ହେବା
Translation in other languages :
किसी परीक्षा आदि में सफलता हासिल करना।
आप इस परीक्षा में उत्तीर्ण हुए।