Meaning : ଯେଉଁଥିରେ ସଂନ୍ଦେହ ନ ଥାଏ
Example :
ସନ୍ଦେହହୀନ କଥା କହିଲାପରେ ମଧ୍ୟ ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି?
Synonyms : ଶଂକାହୀନ
Translation in other languages :
जिसमें संदेह न हो।
संदेहहीन बात कहने में भी आप क्यों झिझकते हैं?Meaning : ଯିଏ ସଂଦିଗ୍ଧ ନୁହେଁ
Example :
ସେ ଜଣେ ଅସଂଦିଗ୍ଧ ବ୍ୟକ୍ତି, ଏହାଙ୍କ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ
Synonyms : ଅସଂଦିଗ୍ଧ
Translation in other languages :
Not suspected or believed likely.
Remained unsuspected as the head of the spy ring.Meaning : ଯେଉଁଥିରେ ଦ୍ୱିଧା ନାହିଁ
Example :
ମାଆଙ୍କର ଦ୍ୱିଧାହୀନ କଥା ଶୁଣି ମୁଁ ନିଶ୍ଚିତ ହୋଇଗଲି
Translation in other languages :