Meaning : କୌଣସି ବିଶେଷ କାର୍ଯ୍ୟ କରିବାକୁ ବା ଖବର ପହଁଚାଇବାକୁ ଯାହାଙ୍କୁ ପଠାଯାଏ
Example :
ଭଗବାନ ରାମ ଅଙ୍ଗଦଙ୍କୁ ଦୂତ ଭାବେ ରାବଣ ନିକଟକୁ ପଠାଇଲେ
Synonyms : ଚର, ଦୂତ, ସମ୍ବାଦଦାତା
Translation in other languages :
Meaning : ଯେ ଖବର ପହୁଞ୍ଚାଏ
Example :
ଆଜିବି କେତେକ ସ୍ଥାନରେ ବାର୍ତ୍ତାବହ ପାରା ବ୍ୟବହାର କରାଯାଏ
Synonyms : ଖବରବାହକ, ବାର୍ତ୍ତାବହ, ବାର୍ତ୍ତାବହନକାରୀ, ବାର୍ତ୍ତାବାହକ
Translation in other languages :
संदेश पहुँचाने वाला।
कुछ स्थानों पर आज भी संदेशवाहक कबूतरों का उपयोग होता है।